ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା

ଭୁବନେଶ୍ୱର- ରାଜ୍ୟରେ ଓମିକ୍ରନ ସଂକ୍ରମଣର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ବିଶେଷ କରି ନୂଆବର୍ଷରେ ଭିଡ କମାଇବା ପାଇଁ କିଛି କଟକଣା ଜାରି କରାଯାଇଛି । ଏ ପରିପ୍ରେକ୍ଷୀରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଉପରେ ମଧ୍ୟ କୋରୋନା କଟକଣା ଜାରି ହୋଇଛି । ସରକାରୀ…

ପରିବହନ ବିଭାଗର ସବୁ କାମ କେବଳ ଅନଲାଇନରେ ହିଁ ହେବ

ଭୁବନେଶ୍ୱର- ନୂଆବର୍ଷରୁ ପରିବହନ ବିଭାଗରେ ଲାଗୁ ହେବ ନୂଆ ବ୍ୟବସ୍ଥା । ପରିବହନ ବିଭାଗରେ ସଂସ୍କାର ସ୍ୱରୂପ ଏଣିକି କେବଳ ଅନଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଜାନୁଆରୀ ପହିଲାଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା…

ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ନେଲେ ସୁନୀଲ ବଂସଲ

କଟକ- ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁନୀଲ କୁମାର ବଂସଲ । ସେ ଅଭୟଙ୍କଠାରୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ନୂଆ ଡିଜିପି ଭାବେ ସୁନୀଲ ବଂସଲଙ୍କ ଡିସେମ୍ବର ୧୫ ତାରିଖରେ…

ବିରୋଧ ପରେ କପଡ଼ା ଉପରେ ଜିଏସଟି ବୃଦ୍ଧି ନିଷ୍ପତ୍ତି ସ୍ଥଗିତ

ନୂଆଦିଲ୍ଲୀ: କପଡ଼ା ଉପରେ ଜିଏସଟି ହାର ବୃଦ୍ଧି ନିଷ୍ପତ୍ତି ସ୍ଥଗିତ ରଖାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଆଜି ଜିଏସଟି ପରିଷଦ ଏହି ନିଷ୍ପତ୍ତି ନେଇଛି । ଜିଏସଟି ପରିଷଦ ପୂର୍ବରୁ କପଡ଼ା ଉପରେ ଜିଏସଟି ହାର ୫ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି…