ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ମୁମ୍ବାଇରେ ହାଇ ଆଲର୍ଟ, ରେଳଷ୍ଟେସନ ସହ ପ୍ରମୁଖ ସ୍ଥାନରେ ବଢ଼ିଲା ସୁରକ୍ଷା

ମୁମ୍ବାଇ: ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ପୁଣି ଆତଙ୍କବାଦୀ ଟାର୍ଗେଟରେ । ନୂଆବର୍ଷରେ ମୁମ୍ବାଇରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ବଡ଼ ଆକ୍ରମଣ ହେବା ନେଇ ଗୁଇନ୍ଦା ସୂଚନା ରହିଛି । ସମ୍ଭାବ୍ୟ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଆଲର୍ଟ ଜାରି କରାଯିବା ପରେ ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ…

କାଶ୍ମୀର: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି । ଗତ ୨୪ ଘଣ୍ଟାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା, ସିଆରପିଏଫ୍ ଏବଂ କାଶ୍ମୀର ପୋଲିସ ଗତ ୨୪ ଘଣ୍ଟା ମଧ୍ୟରେ…

ଟେଷ୍ଟ କ୍ରିକେଟରୁ କ୍ୱିଣ୍ଟନ୍ ଡି’ କକଙ୍କ ଅଚାନକ ଅବସର

ଜୋହାନ୍ସବର୍ଗ: ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ଠାରୁ ହାରିବା ପରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ବଡ଼ ଝଟକା ଲାଗିଛି । ଦଳର ଷ୍ଟାର୍ ଖେଳାଳି ତଥା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ହଠାତ୍ ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଚକିତ…