ଓମିକ୍ରନ ଭୟ ମଧ୍ୟରେ ପଞ୍ଜାବ ସରକାରଙ୍କ କଡ଼ା ନିଷ୍ପତ୍ତି, ଟିକା ସାର୍ଟିଫିକେଟ ନ ଦେଖାଇଲେ ମିଳିବନି ଦରମା

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଓ ଓମିକ୍ରନ ଭୟକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କଡ଼ା ନିୟମ ଜାରି କରିଛନ୍ତି । ଏଣିକି ସରକାରୀ କର୍ମଚାରୀଙ୍କୁ ଟିକାକରଣ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ ନଚେତ୍ ସେମାନଙ୍କୁ ଦରମା ମିଳିବ ନାହିଁ । ପଞ୍ଜାବ…

ଭିଆଇପି ସୁରକ୍ଷାରେ ନିୟୋଜିତ ହେବେ ସିଆରପିଏଫର ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ଭିଭିଆଇପିଙ୍କ ସୁରକ୍ଷା ପାଇଁ ତାଲିମପ୍ରାପ୍ତ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ମହିଳା କମାଣ୍ଡୋଙ୍କର ପ୍ରଥମ କଣ୍ଟିଜେଣ୍ଟ୍ ଶୀଘ୍ର ନିୟୋଜିତ ହେବ | ବିଭିନ୍ନ ଦାୟିତ୍ୱ ତୁଲାଇବା ପାଇଁ ସେମାନଙ୍କୁ ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ,…

ରାଜ୍ୟରେ ଆଉ ୧୫୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଆଉ ୧୫୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୯୧ ଓ ସ୍ଥାନୀୟ ଅଂଚଳରୁ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କର ୩୨ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪, ସମ୍ବଲପୁର…