ସମ୍ବେଦନଶୀଳ ସରକାରର ଜନହିତକର ନିଷ୍ପତ୍ତି: ୩୦ ଲକ୍ଷ ପରିବାରକୁ ଘର ମରାମତି ପାଇଁ ମିଳିବ ୧୪୪୪ କୋଟି ଟଙ୍କା

ଲେଖକ: ପ୍ରତିଭା ନେପାକ ଲଗାତାର ଶାସନ କ୍ଷମତାରେ ରହିବା କୌଣସି ରାଜନୈତିକ ଦଳ ତଥା ରାଜନେତାଙ୍କ ପାଇଁ ଆଦୌ ସହଜ କଥା ନୁହେଁ। ଯଦି ବା ଦଳ କ୍ଷମତାରେ ରହିଥାଏ, ତେବେ ଶାସନ ମୁଖିଆଙ୍କୁ ବିରୋଧ ଆରମ୍ଭ ହୋଇଯାଏ ଓ ସେହି ଚେହେରାକୁ ବଦଳାଇବାକୁ ପଡ଼ିଥାଏ। ପଶ୍ଚିମବଙ୍ଗରେ ବିଗତ ଶତାବ୍ଦୀରେ ଅନେକ…

ରାଜଧାନୀରେ କୋରୋନା ଗାଇଡଲାଇନକୁ କଡାକଡି କରାଯିବ : ବିଏମସି

ଭୁବନେଶ୍ୱର- ଓମିକ୍ରନକୁ ଦୃଷ୍ଟିରେ ରଖି କୋରୋନା ଗାଇଡଲାଇନକୁ ରାଜଧାନୀ ଭୁବନେଶ୍ୱରରେ କଡାକଡି କରାଯିବ । ଭୁବନେଶ୍ୱରରେ କଂଟେନମେଂଟ ଜୋନ ଫେରିବା ପରିପ୍ରେକ୍ଷୀରେ ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ । ଭୁବନେଶ୍ୱରର ଦୁଇଟି ଅଂଚଳକୁ…

ପିଡିଏସ ହିତାଧିକାରୀଙ୍କୁ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ପିଡିଏସ ହିତାଧିକାରୀଙ୍କୁ ଜୀବିକା ସହାୟତା ପ୍ରଦାନ ଆରମ୍ଭ କରାଯାଇଛି । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବିକା ସହାୟତା ବଂଟନ କରିଛନ୍ତି । ରାସନକାର୍ଡଧାରୀ ଓ ବିଏସକେୱାଇ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟ୍‌କୁ ହଜାରେ ଟଙ୍କା ଯିବ । ଜାତୀୟ ଓ ରାଜ୍ୟ ଖାଦ୍ୟ…

ଦିନକ ପୂର୍ବରୁ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ୧୨ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଆଜି ସଂସଦର ବୈଠକ ଆରମ୍ଭ ହେବା ମାତ୍ରେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ ରଖିବାକୁ ଘୋଷଣା କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ…