ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସାହିତ୍ୟିକ ତଥା ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଲ୍ଲୀ ପ୍ରକୃତି ଓ ଗ୍ରାମୀଣ ଜୀବନକୁ ନେଇ ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର,ଜନ୍ମଭୂମି ଆଦି କାଳଜୟୀ ରଚନା ସହ ଶିଶୁ ସାହିତ୍ୟ ମାଧ୍ୟମରେ…

ରାଜ୍ୟରେ ଆଉ ୧୮୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୦୮ ଓ ସ୍ଥାନୀୟ ଅଂଚଳରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯, କଟକରୁ ୧୩,…

ରାଜ୍ୟରେ ଅସହ୍ୟ ଶୀତ, ଫୁଲବାଣୀ ରାଜ୍ୟର ଶୀତଳ ସହର

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । କନ୍ଧମାଳ ଜିଲ୍ଲାରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ଫୁଲବାଣୀ ରାଜ୍ୟର ଶୀତଳ ସହର ହୋଇଛି । ଏଠାରେ ରାତି ତାପମାତ୍ରା ୩ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦାରିଙ୍ଗବାଡିରେ ତାପମାତ୍ରା ରହିଛି ୪ ଦଶମିକ ୫ ଡିଗ୍ରୀ ସେଲସିୟସ ।…

ଘାତକ ହେଉଛି ଓମିକ୍ରନ୍, ଗତ ୨୪ ଘଣ୍ଟାରେ ନେଲା ୧୩ ମୁଣ୍ଡ

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ କମ୍ ବିପଜ୍ଜନକ ବୋଲି ମନେ କରାଯାଉଥିବା ଓମିକ୍ରନ୍ ଏବେ ରଙ୍ଗ ଦେଖାଇବା ଆରମ୍ଭ କରିଛି | କରୋନାର ଏହି ନୂଆ ଭାରିଆଣ୍ଟ ଅଧିକ ବେଗରେ ବ୍ୟାପିବା ସହ ଘାତକ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଓମିକ୍ରନ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଛି | ଏପର୍ଯ୍ୟନ୍ତ ସମୁଦାୟ ୧୪ ଜଣ…

‘ମୋ ସ୍କୁଲ୍‌’ ଅଭିଯାନର ସ୍ୱଚ୍ଛତା ପାଇଁ ସୋସିଆଲ ଅଡିଟ୍‌, ଲୋକେ ଜାଣିବେ ଆୟବ୍ୟୟର ହିସାବ

ଭୁବନେଶ୍ୱର- ସ୍ୱଚ୍ଛତା ବଜାୟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ‘ମୋ ସ୍କୁଲ୍‌’ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ସୋସିଆଲ ଅଡିଟ୍ କାର୍ଯ୍ୟକ୍ରମ । ମୋ ସ୍କୁଲ ଅଭିଯାନରେ ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଓ ଅର୍ଥ ବିନିଯୋଗର ସମୀକ୍ଷା ପାଇଁ ସୋସିଆଲ ଅଡିଟ୍…