ଶିଶୁ ସୁରକ୍ଷା: ଗଜପତିକୁ ମିଳିଲା ଜାତୀୟ ପୁରସ୍କାର

ପାରଳାଖେମୁଣ୍ଡି: ଆଦିବାସୀ ଅଧ୍ୟୁଷିତ, ଦୁର୍ଗମ ଅଞ୍ଚଳରେ ଭରପୁର, ଅନ୍ୟ ଜିଲ୍ଲା ଅପେକ୍ଷା ବିକାଶର ଧାରାରେ କିଛିଟା ପଛୁଆ, ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଲାଗିଛି ଗଜପତି ଜିଲ୍ଲା। ସ୍ବତନ୍ତ୍ର ଜିଲ୍ଲା ଗଠନ ପରେ ଧିରେ ଧିରେ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଥିବା ଏହି ଜିଲ୍ଲା କିନ୍ତୁ ଶିଶୁ…

କନ୍ଧମାଳ: ଏକାକୀ ଜିଲ୍ଲା ପରିଷଦ ଗଢ଼ିଲା ବିଜେଡି

ଫୁଲବାଣୀ: ଗତ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାର ତିନିଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିଲା ବିଜେଡି। ସାଂସଦ ମଧ୍ୟ ଏହି ଦଳର ନିର୍ବାଚିତ ହୋଇଥିଲେ। ଏବେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିରୋଧୀଙ୍କୁ ବହୁ ପଛରେ ପକାଇ ଦେଇଛି ଶାସକ ଦଳ। ଦଖଲ କରିଛି ମୋଟ ୧୮ରୁ ୧୩ଟି…

ପୁଟିନଙ୍କ ସହ କଥା ହେଲେ ମୋଦି, ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ଭାରତୀୟ ଛାତ୍ରମାନଙ୍କ ସୁରକ୍ଷିତ ସ୍ଥାନାନ୍ତର ନେଇ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଦୁହେଁ ୟୁକ୍ରେନର ସ୍ଥିତିର ସମୀକ୍ଷା କରିଥିଲେ, ବିଶେଷକରି ଖାର୍କିଭରେ ଯେଉଁଠାରେ ଅନେକ ଭାରତୀୟ ଛାତ୍ର ଫସି ରହିଛନ୍ତି। ଉଭୟ ନେତା ୟୁକ୍ରେନର ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ…