ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ଓଡିଶା ସରକାରଙ୍କ ‘ମିଲେଟ ମିଶନ’
ଭୁବନେଶ୍ୱର- ଓଡିଶା ସରକାରଙ୍କ ମାଣ୍ଡିଆ ମିଶନ ନୀତି ଆୟୋଗ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏବେ ଏହାକୁ ଆଉ ଏକ ସ୍ୱୀକୃତି ମିଳିଛି । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମିଲେଟ ମିଶନ ଭାରତର ପ୍ରମୁଖ ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ସ୍ଥାନ ପାଇଛି ।…