ଓଡ଼ିଶା ବିଧାନ ପରିଷଦ ଗଠନ ସଙ୍କଳ୍ପ ପାଇ ନ ଥିବା ପ୍ରସଙ୍ଗରେ ବାଚସ୍ପତିଙ୍କ ଚିଠି ପାଇଛି କେନ୍ଦ୍ର
ଭୁବନେଶ୍ୱର- ଓଡ଼ିଶା ବିଧାନ ପରିଷଦ ଗଠନ ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ପାଇନଥିବା ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ ୨ଟି ଚିଠି କେନ୍ଦ୍ର ସରକାର ପାଇଛନ୍ତି । ଏନେଇ ବିଧାନସଭା ଅବଗତ ହୋଇଛି, ଗୋଟିଏ ଚିଠିରେ ୨୦୧୮ରେ ପଠାଯାଇଥିବା ସଂକଳ୍ପର ତଥ୍ୟ ଦିଆଯାଇଥିଲା ।…