ଟିକା ପାଇଁ ୧୫ ରୁ ୧୮ ବର୍ଷ ପିଲା ଜାନୁଆରୀ ପହିଲାରୁ କରିପାରିବେ ପଞ୍ଜିକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବାକୁ ଯାଉଛି | ପିଲାମାନଙ୍କ ଟିକାକରଣ ପାଇଁ ପଞ୍ଜୀକରଣ କରିବାକୁ ପଡିବ | ଅନ୍ୟ ବୟସ ବର୍ଗ ଲୋକଙ୍କ ପରି ଏହି ପ୍ରକ୍ରିୟା ସମାନ ହେବ | କୋ-ଓ୍ବିନ୍ ଆପ୍ ମାଧ୍ୟମରେ ପିଲାମାନେ ଟିକା ନେବା ପାଇଁ…