ମୁଖ୍ଯମନ୍ତ୍ରୀଙ୍କ କୋଭିଡ ଓ ବିଏସ୍‌କେୱାଇ ସମୀକ୍ଷା

'ଓମିକ୍ରନ ଲହରୀ ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ ରଖ' ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ମହାମାରୀ ତଥା ଏହାର ନୂଆ ଭାରିଏଣ୍ଟ ଓମିକ୍ରନ ସଂପର୍କରେ ପ୍ରସ୍ତୁତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସଂପର୍କରେ ସମୀକ୍ଷା କରି…

ଜାତୀୟ ମହିଳା ସିନିଅର ହକି କ୍ୟାମ୍ପ ପାଇଁ ଭାରତୀୟ ଦଳରେ ୮ ଓଡିଆ ଖେଳାଳି

ଭୁବନେଶ୍ୱର- ଜାତୀୟ ମହିଳା ସିନିଅର ହକି କ୍ୟାମ୍ପ ପାଇଁ ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଓଡିଶାର ଖେଳାଳିମାନେ ହେଲେ ଦୀପଗ୍ରେସ ଏକ୍କା, ନିଳିମା ମିଞ୍ଜ, ରଶ୍ମିତା ମିଞ୍ଜ, ନମିତା ଟପ୍ପୋ, ମାରିଆନା କୁଜ୍ଜୁର, ଆଜମିନା…

ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ଓଡିଶା ସରକାରଙ୍କ ‘ମିଲେଟ ମିଶନ’

ଭୁବନେଶ୍ୱର- ଓଡିଶା ସରକାରଙ୍କ ମାଣ୍ଡିଆ ମିଶନ ନୀତି ଆୟୋଗ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏବେ ଏହାକୁ ଆଉ ଏକ ସ୍ୱୀକୃତି ମିଳିଛି । ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମିଲେଟ ମିଶନ ଭାରତର ପ୍ରମୁଖ ଇଂରାଜୀ ଦୈନିକ ‘ଦି ହିନ୍ଦୁ’ର ୨୦୨୧ ଅନର୍ସ ଲିଷ୍ଟରେ ସ୍ଥାନ ପାଇଛି ।…