ଟିମ୍ ଇଣ୍ଡିଆରେ ଫାଟ! ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ କୋହଲି

ନୂଆଦିଲ୍ଲୀ: ଦିନିକିଆ ଫର୍ମାଟରେ ବିରାଟ କୋହଲିଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯିବା ପରଠାରୁ ଭାରତୀୟ ଦଳରେ ସବୁ କିଛି ଠିକ୍ ଥିବା ପରି ମନେ ହେଉନାହିଁ । ଯଦିଓ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରେ ରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ…

ଇଣ୍ଡୋନେସିଆରେ ଭୂକମ୍ପର ବଡ଼ ଝଟକା, ସୁନାମି ନେଇ ଚେତାବନୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୂକମ୍ପର ବଡ଼ ଝଟକା ଅନୁଭୂତ ହୋଇଛି। ରିକ୍ଟେର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ବୋଲି ଜଣାଯାଇଛି। ଭୂକମ୍ପ ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ପ୍ରଶାନ୍ତ ସୁନାମି ଚେତାବନୀ କେନ୍ଦ୍ର କହିଛି ଯେ ଇଣ୍ଡୋନେସିଆରେ ହୋଇଥିବା ଭୂକମ୍ପ ବିପଜ୍ଜନକ ସୁନାମି ଲହରୀ…

କୁଶଳୀ ମାନବ ସମ୍ବଳ ପ୍ରସ୍ତୁତିର ମୂଳଦୁଆ ବ୍ରହ୍ମପୁର ଆଇଟିଆଇ: ଡ. ଗୋପବନ୍ଧୁ ଦାସ

ବ୍ରହ୍ମପୁର: ସାରା ଦେଶ ଓ ବିଶ୍ୱକୁ ଏବେ କୁଶଳୀ ମାନବ ସମ୍ବଳ ଲୋଡ଼ା। ବର୍ତ୍ତମାନ ଯେଉଁ ପରିବର୍ତ୍ତନର ଧାରା ଚାଲିଛି ତାହାକୁ ଆଖିରେ ରଖି ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କିଲ ଇନ୍ ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲେ। ଏବେ ତାହାର ସୁଫଳ ଦେଖିବାକୁ ମିଳୁଛି। ସରକାରୀ ଆଇଟିଆଇ…

ଶ୍ରୀନଗର ଆତଙ୍କୀ ଆକ୍ରମଣରେ ଆହତ ଆଉ ଜଣେ ଯବାନ ସହିଦ୍, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ନୂଆଦିଲ୍ଲୀ: ସୋମବାର ଶ୍ରୀନଗରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ସୋମବାର ଦିନ ଡାକ୍ତରଖାନାରେ ଦୁଇଜଣ ଆହତ ପୋଲିସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଉ ଜଣେ ଗୁରୁତର ଯବାନଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଇଛି। ଏବେ ଅନ୍ୟ ୧୧ ଜଣ…

ଦେଶରେ ବଢୁଛି ଓମିକ୍ରନ୍ ମାମଲା, ମହାରାଷ୍ଟ୍ର ଓ ଗୁଜରାଟରେ ଆଉ ୩ ରୋଗୀ ଚିହ୍ନଟ, ମୋଟ ମାମଲା ୪୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ବୃଦ୍ଧି ପାଉଛି। ଗତକାଲି ମହାରାଷ୍ଟ୍ରର ଓମିକ୍ରନ୍‌ରେ ଆଉ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଦୁହେଁ ଦୁବାଇ ଯାତ୍ରା କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରୁ ଗୁଜରାଟକୁ ଫେରିଥିବା ଜଣେ ବ୍ୟକ୍ତି ମଧ୍ୟ ଓମିକ୍ରନ୍‌ରେ ସଂକ୍ରମିତ…