ରାଜ୍ୟର ଅନେକ ଜିଲ୍ଲାରେ ଖସୁଛି ତାପମାତ୍ରା
ଭୁବନେଶ୍ୱର –ରାଜ୍ୟରେ କିଛି ଜିଲ୍ଲାରେ ପାରଦ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଅନେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ନୟାଗଡରେ ତାପମାତ୍ରା ୩ , ବାଲେଶ୍ୱରରେ ୨ ଦଶମିକ ୨, ଚାନ୍ଦବାଲିରେ ୨ ଦଶମିକ ୨, ମାଲକାନଗିରିରେ ୨, ବାରିପଦାରେ ୨ ଡିଗ୍ରୀ ହ୍ରାସ ଘଟିଛି ।…