ଗୃହରକ୍ଷୀଙ୍କ ନିଃସ୍ବାର୍ଥପର ଜନସେବା ପ୍ରଶଂସନୀୟ: ବ୍ରହ୍ମପୁରରେ ଗୃହରକ୍ଷୀ ଦିବସ

ବ୍ରହ୍ମପୁର: ଗୃହରକ୍ଷୀମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଟ୍ରାଫିକ ନିୟନ୍ତ୍ରଣ, ଏନଫୋର୍ସମେଣ୍ଟ କ୍ଷେତ୍ରରେ ପୋଲିସ ବାହିନୀ ପାଇଁ ବେଶ୍ ସହାୟକ ହୋଇ ଆସୁଛନ୍ତି। ରାସ୍ତାକଡ଼, ସାହିବସ୍ତି ତଥା ଗ୍ରାମାଞ୍ଚଳରେ ଥିବା ଅସହାୟ, ଦୁଃସ୍ଥ ଲୋକଙ୍କ ପ୍ରତି ସେମାନଙ୍କ ନିଃସ୍ବାର୍ଥପର ଜନସେବା…

କରୋନା ଅପଡେଟ୍: ଦେଶରେ ୮୩୦୬ ନୂଆ ମାମଲା, ୨୧୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୮୩୦୬ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୨୧୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ର ଓମିକ୍ରନ୍ ଭାରିଆଣ୍ଟର ୨୧ ଟି ମାମଲା ରିପୋର୍ଟ ହୋଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି…

ବାତ୍ୟା କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ମାଗିଲା ରାଜସ୍ୱ ଓ ବିପର୍ଯ୍ୟୟ ପରଚାଳନା ବିଭାଗ

ଭୁବନେଶ୍ୱର – ବାତ୍ୟାଜନିତ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ବାତ୍ୟା କ୍ଷୟକ୍ଷତି ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରିପୋର୍ଟ ମଗାଯାଇଛି । ଖୁବ୍ ଶୀଘ୍ର ରିପୋର୍ଟ ପ୍ରଦାନ କରିବା…

ସେନା ବିରୋଧରେ ବିଦ୍ରୋହ ଅଭିଯୋଗରେ ଅଙ୍ଗ ସାନ ସୁ କି’ଙ୍କୁ ଚାରି ବର୍ଷ ଜେଲ୍

ୟେଙ୍ଗୁନ: ସେନା ବିରୋଧରେ ବିଦ୍ରୋହକୁ ପ୍ରୋତ୍ସାହିତ କରିବା ଏବଂ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମିଆଁମାରର ଏକ ଅଦାଲତ ନାଗରିକ ନେତ୍ରୀ ଅଙ୍ଗ ସାନ ସୁ କିଙ୍କୁ ଚାରି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନୋବେଲ ଶାନ୍ତି ବିଜେତା ୭୬ ବର୍ଷୀୟା ଅଙ୍ଗ ସାନ ସୁ କିଙ୍କ ବିରୋଧରେ ମଧ୍ୟ…