ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି , ଅପରାହ୍ନ ୪ରୁ ୮ ଦର୍ଶନ ବନ୍ଦ

ପୁରୀ: ଆଜି ଫାଲ୍‌ଗୁନ କୃଷ୍ଣ ସପ୍ତମୀ ତିଥି ‌। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସନ୍ଧ୍ୟା ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ।

ଉତ୍ତର ପ୍ରଦେଶ ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ, ୯ଟି ଜିଲ୍ଲାର ୫୯ ଟି ଆସନରେ ଚାଲିଛି ଭୋଟ ଗ୍ରହଣ

ଲକ୍ଷ୍ନୈ|: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ନଅଟି ଜିଲ୍ଲାର ୫୯ ଟି ଆସନରେ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୨୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ | ୟୁପି…

ରାଜ୍ୟରେ ୨୫ ତାରିଖରେ ୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୩ ଦିନ…

ପରିଣାମ ପୋର୍ଟାଲରେ ଉପଲବ୍ଧ ହେବ ଫଳାଫଳ

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଭୋଟ ବାକ୍ସଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତା ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର ୪ଦିନ ମଧ୍ୟରେ ୩ଥର ଚିଠି ଲେଖି ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଭୋଟ ବାକ୍ସ ସୁରକ୍ଷା, ଷ୍ଟ୍ରଙ୍ଗରୁମର…

ଆଜି ୪୫ଟି ବୁଥରେ ପୁନଃ ଭୋଟ ଗ୍ରହଣ

ଭୁବନେଶ୍ୱର – ଆଜି ସକାଳ ୯ଟାରୁ ଅପରାହ୍‌ଣ ୩ଟା ଯାଏ ୪୫ଟି ବୁଥରେ ହେବ ପଞ୍ଚାୟତ ନିର୍ବାଚନ ପାଇଁ ହେବ ପୁନଃ ମତଦାନ। ପଞ୍ଚାୟତ ନିର୍ବାଚନରେ ତୃତୀୟ ପର୍ଯ୍ୟାୟରେ ବିଶୃଙ୍ଖଳା ଯୋଗୁଁ ଏସବୁ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଯାଜପୁରରେ ସର୍ବାଧିକ ୨୧, ଭଦ୍ରକର ୬, ପୁରୀର ୫ ,…

ଜୀବିକା ମିଶନ୍ ପ୍ରୋତ୍ସାହନ: ବଢୁଛି ଅଦା ଚାଷ ପ୍ରତି ଆଗ୍ରହ

ଫୁଲବାଣୀ: ଓଡ଼ିଶା ଜୀବିକା ମିଶନ୍‌ ଦ୍ବାରା ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର କୃଷକମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଜୈବିକ ଫସଲ ପାଇଁ ସୁପରିଚିତ କନ୍ଧମାଳ ଜିଲ୍ଲାର ହଳଦୀ, ଅଦା ଭଳି ଅନେକ କୃଷିଜାତ ଉତ୍ପାଦନ କେବଳ ଆମ ରାଜ୍ୟ କିମ୍ବା ଦେଶ ନୁହେଁ, ବିଦେଶରେ ମଧ୍ୟ…