ଓଡିଶା ପାଇଁ ପୁଣି ବାତ୍ୟା ବିପଦ, ୪ ତାରିଖରେ ସ୍ଥଳଭାଗ ଛୁଇଁବ, ୩ ତାରିଖ ରାତିରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର – ଓଡିଶା ପାଇଁ ପୁଣି ବାତ୍ୟା ବିପଦ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସତର୍କ କରାଇ ଦେଇଛନ୍ତି । ଡିସେମ୍ବର ୪ ତାରିଖ ସକାଳେ ସମ୍ଭାବ୍ୟ…

ଓମିକ୍ରନ ବାବଦରେ କୌଣସି ଗୁରୁତର ତଥ୍ୟ ଆସିନାହିଁ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ଓମିକ୍ରନ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଏନସିଡିସି ଓ ସିଡିସି ଗାଇଡଲାଇନ ଅନୁସାରେ ଏହି ଭୂତାଣୁର ବାସ୍ତବ ସଂଖ୍ୟା କ’ଣ , ସେ ନେଇ ବୈଷୟିକ କମିଟି ଯାଂଚ କରୁଛି । ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ଗୁରୁତର ତଥ୍ୟ ଉପଲବ୍ଧ ନାହିଁ ବୋଲି…