ଭାରତକୁ ବିଜୟରୁ ବଞ୍ଚିତ କଲେ ଡେବୁଟାଣ୍ଟ ରବିନ୍ଦ୍ର, କାନପୁର ଟେଷ୍ଟ ଡ୍ର

କାନପୁର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଡ୍ର’ରେ ଶେଷ ହୋଇଛି। କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୨୮୪ ରନ୍ ଟାର୍ଗେଟ୍ ଦେଇଥିଲା। କିନ୍ତୁ କିୱି ଦଳ ୧୬୫ ରନରେ ୯ ୱିକେଟ୍ ହରାଇ ଏହି ମ୍ୟାଚ୍ ଡ୍ର କରିବାରେ ସଫଳ…

ଦିଲ୍ଲୀ ପ୍ରଦୂଷଣ: କଟକଣା ସତ୍ତ୍ୱେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଚାଲିଛି ? କେନ୍ଦ୍ରକୁ ଜବାବ ତଲବ କଲେ…

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ପରେ ସୁପ୍ରିମକୋର୍ଟ ଜାତୀୟ ରାଜଧାନୀରେ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଇଥିଲେ। କିନ୍ତୁ ଏହା ସତ୍ତ୍ୱେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି | ସୋମବାର ଦିନ ସୁପ୍ରିମକୋର୍ଟ ଏନେଇ କେନ୍ଦ୍ରକୁ…

ଶୀତକାଳୀନ ଅଧିବେଶନରୁ ୧୨ ରାଜ୍ୟସଭା ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ବିଶୃଙ୍ଖଳା ପାଇଁ ଚଳିତ ଶୀତକାଳୀନ ଅଧିବେଶନରୁ ବିରୋଧୀ ଦଳର ୧୨ ଜଣ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦ ହେଉଛନ୍ତି ଏଲାମରାମ କରିମ (ସିପିଏମ), ଫୁଲୋ ଦେବୀ ନେତମ, ଛାୟା ବର୍ମା, ଆର ବୋରା, ରାଜାମଣି ପଟେଲ, ସୟଦ ନାସିର ହୁସେନ୍, ଅଖିଳେଶ…