ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନେଷ୍ଟବଳଙ୍କ ଘରେ ଭିିଜିଲାନ୍ସ ଚଢାଉ

ବ୍ରହ୍ମପୁର - ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଲେ ବ୍ରହ୍ମପୁର ପୋଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନ । ଆଜି ସକାଳେ ତାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତିନିଟି ଜାଗାରେ ଏକକାଳୀନ ଚଢାଇ ଚାଲିଛି । ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ସ୍ଥିତ ସୁଦର୍ଶନଙ୍କ ତିନି ମହଲା ଆବାସିକ କୋଠା,…