ଆଜି ୬ଟି ଜିଲ୍ଲାର ୨୩୯ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ସ୍କୁଲ ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି । ଏ କ୍ରମରେ ପ୍ରଥମ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୨୩୯ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାଜପୁର ଜିଲ୍ଲାର ୬୪, କୋରାପୁଟର ୧୭, ଗଜପତିର ୫, ଢେଙ୍କାନାଳର ୪୧, ଅନୁଗୋଳର ୯୦ ଓ…

ଡିସେମ୍ବର ୨ ରୁ ୪ ଯାଏଁ ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷା, ବାତ୍ୟା ହେବା ନେଇ ସ୍ପଷ୍ଟ ସୂଚନା ନାହିଁ

ଭୁବନେଶ୍ୱର- ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ତାରିଖରୁ ୪ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ, ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ…

ରାଜ୍ୟରେ ଆଉ ୧୯୭ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୯୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୪, ସମ୍ବଲପୁର ଜିଲ୍ଲାରୁ…

କରୋନା ଅପଡେଟ୍: ଦେଶରେ ଆଉ ୮,୩୦୯ ନୂଆ ମାମଲା, ୨୩୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଭାଇରସର ୮,୩୦୯ ନୂଆ ମାମଲା ରୁଜୁ ହୋଇଛି। ଏହି ସମୟରେ, ୯,୯୦୫ ଲୋକ କରୋନାକୁ ମାତ୍ ଦେଇଛନ୍ତି । ଏହି ରୋଗ ଆଉ ୨୩୬ ଜଣଙ୍କ ଜୀବନ ନେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୩,୪୦,୦୮,୧୮୩ ଜଣ ଲୋକ କରୋନରୁ ଆରୋଗ୍ୟ ଲାଭ କରାଯାଇଛି ।…

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ, ଆଗତ ହେବ କୃଷି ଆଇନ ପ୍ରତ୍ୟାହାର ବିଲ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି। ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ଗୃହରେ ବିଲ୍ ଆଗତ କରିବେ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧କୁ ଉପସ୍ଥାପନ କରିବେ। ତିନୋଟି ବିବାଦୀୟ କୃଷି ଆଇନ…