ଗଞ୍ଜାମରେ ଚତୁର୍ଥ ପର୍ଯ୍ୟାୟ ମତଦାନ, ସମସ୍ତ ୪ ବ୍ଲକ୍ ପୁନଃଦଖଲ ଲକ୍ଷ୍ୟରେ ବିଜେଡି

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୩ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକ୍‌ ତଥା ୧୦୧ ପଞ୍ଚାୟତର ୧୩୮୩ ବୁଥ୍‌ରେ ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେଉଛି। ୨, ୪୫, ୧୦୪ ପୁରୁଷ ଏବଂ ୨, ୧୮, ୮୮୦ ମହିଳା ଓ ୩୭ ତୃତୀୟ ଲିଙ୍ଗୀ ଭୋଟର ତଥା ମୋଟରେ ୪, ୬୪, ୦୨୧ ଜଣ ମତଦାତା…

ଆଜି ଆସନ୍ତୁ ଜାଣିବା: ବାସ୍ତୁ ଅନୁସାରେ ଶୟନ କକ୍ଷ ସମ୍ବନ୍ଧରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହର ଶୟନକକ୍ଷରେ କୌଣସି ପ୍ରକାର ବାସ୍ତୁଜନିତ ସମସ୍ୟା ଥିଲେ ନକରାତ୍ମକ ଶକ୍ତି ସର୍ବଦା ରହିଥାଏ। ବାସ୍ତୁଜନିତ ସମସ୍ୟା ଲାଗି ରହିଲେ, ଆର୍ଥିକ କ୍ଷେତ୍ରରେ ସମସ୍ୟା, କାର୍ଯ୍ୟରେ ଅସଫଳତା, ରୋଗଗ୍ରସ୍ତ ଭଳି ସମସ୍ୟା ଲାଗି ରହିଥାଏ। ମୁଖ୍ୟଦ୍ୱାର ଭଳି ଶୟନକକ୍ଷ ମଧ୍ୟ…

ଗୀତା ମାହାତ୍ମ୍ୟ: ଅଜ୍ଞଶ୍ଚଶ୍ରଦ୍ଧଧାନଶ୍ଚ ସଂଶାୟାତ୍ମ ବିନଶ୍ୟତି। ନାୟଂଲୋକୋସ୍ତି ନପରୋ ନସୁଖଂ ସଂଶାୟାତ୍ମନଃ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : - ଅଜ୍ଞଶ୍ଚଶ୍ରଦ୍ଧଧାନଶ୍ଚ ସଂଶାୟାତ୍ମ ବିନଶ୍ୟତି। ନାୟଂଲୋକୋସ୍ତି ନପରୋ ନସୁଖଂ ସଂଶାୟାତ୍ମନଃ ହେ ଅର୍ଜ୍ଜୁନ ! ବିବେକହୀନ, ଶ୍ରଦ୍ଧାରହିତ ଏବଂ ସଂଶୟଯୁକ୍ତ ମନୁଷ୍ୟ ପରମାର୍ଥରୁ ଅବଶ୍ୟ ଭ୍ରଷ୍ଟ…