ପ୍ରଥମ ଟେଷ୍ଟ: ଆୟର, ଜାଡେଜାଙ୍କ ଅର୍ଦ୍ଧଶତକ, ଭାରତ ୨୫୮/୪

କାନପୁର: କାନପୁରରେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଭାରତ ଚାରି ୱିକେଟ୍ ହରାଇ ୨୫୮ ରନ୍ କରିଛି। । ଷ୍ଟମ୍ପ ଅପସାରଣ ବେଳକୁ ନିଜର ଡେବ୍ୟୁ ଟେଷ୍ଟ ଖେଳୁଥିବା ଶ୍ରେୟସ୍ ଆୟର ୭୫ ଏବଂ ରବିନ୍ଦ୍ର ଜାଡେଜା ୫୦ ରନ୍ କରି…

କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ଦର ନକମାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ : ବିଜେଡି

ଭୁବନେଶ୍ୱର : ରନ୍ଧନ ଗ୍ୟାସର ଦରବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ୨୨,୨୩ ଓ ୨୪ ତାରିଖରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା , ତାହାକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଛନ୍ତି । ପ୍ରଥମେ ସେଥିପାଇଁ ଦଳ ତରଫରୁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି…

ମେଡିକାଲ କଲେଜରେ କରୋନା ବିସ୍ଫୋରଣ, ପୂର୍ଣ୍ଣ ଡୋଜ୍ ଟିକା ନେବା ସତ୍ତ୍ୱେ ୬୬ ଛାତ୍ର କରୋନା ପଜିଟିଭ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜୀବନଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ଧାରୱାଡ ଜିଲ୍ଲାର ଏକ ମେଡିକାଲ କଲେଜରେ ୬୬ ଜଣ ଛାତ୍ର କରୋନା ପଜିଟିଭ ହେବା ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ସମସ୍ତ ଛାତ୍ର ଏସଡିଏମ୍ ମେଡିକାଲ…

ଇଡବ୍ଲ୍ୟୁଏସ୍ ସଂରକ୍ଷଣ ପାଇଁ ବାର୍ଷିକ ଆୟସୀମା ଉପରେ ପୁନର୍ବିଚାର କରିବ କେନ୍ଦ୍ର, ନିଟ୍ କାଉନସେଲିଂ ଚାରି ସପ୍ତାହ…

ନୂଆଦିଲ୍ଲୀ: ଇଡବ୍ଲ୍ୟୁଏସ୍ (ଆର୍ଥିକ ଦୁର୍ବଳ ବର୍ଗ) ସଂରକ୍ଷଣ ପାଇଁ ବାର୍ଷିକ ୮ ଲକ୍ଷ ଟଙ୍କାର ଆୟସୀମା ଉପରେ ପୁନର୍ବିଚାର କରିବ କେନ୍ଦ୍ର । ଇଡବ୍ଲ୍ୟୁଏସ୍ ସଂରକ୍ଷଣ ପାଇଁ ମାନଦଣ୍ଡ କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହା କହିଛନ୍ତି ।…

ନିଶା ମାଫିଆଙ୍କ ୨ କୋଟି ୩୦ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି କଲା ପୋଲିସ

ଖୋର୍ଦ୍ଧା – ସାମନ୍ତରାପୁର ନିଶା ମାଫିଆ ସୋମନାଥ ଭୂଜବଳର ସଂପତ୍ତି ଜବତ କରିଛି ପୋଲିସ । ବ୍ରାଉନ ସୁଗାର ବ୍ୟବସାୟୀର ୨ କୋଟି ୩୪ ଲକ୍ଷ ଟଙ୍କାର ସଂପତ୍ତି ଜବତ ହୋଇଛି । ଜବତ ସଂପତ୍ତି ମଧ୍ୟରେ ସୋମନାଥ ଓ ତାଙ୍କ ସଂପର୍କୀୟଙ୍କ ନାଁରେ ଥିବା କୋଠାବାଡି ରହିଛି । ୧ କୋଟି ୧୦ ଲକ୍ଷ ଟଙ୍କା ମୂଲ୍ୟର…

ସମୀର ୱାଙ୍ଖେଡେଙ୍କ ବିରୋଧରେ ବୟାନବାଜି ନ କରିବାକୁ ନଓ୍ବାବ ମଲିକଙ୍କୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନାଲ୍ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ପରିବାରକୁ ବମ୍ବେ ହାଇକୋର୍ଟ ତରଫରୁ ବଡ଼ ଆଶ୍ବସ୍ତି ମିଳିଛି। ୱାଙ୍ଖେଡେଙ୍କ ପିତାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ଏବଂ ତାଙ୍କ ପରିବାରକୁ ଡିସେମ୍ବର ୯…

ଜୁନିଅର ବିଶ୍ୱକପ୍ ହକି : ଆମେରିକା ବିରୋଧରେ ସ୍ପେନର ରେକର୍ଡ ବିଜୟ

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକିରେ ଆଜି ଖେଳାଯାଇଥିବା ତୃତୀୟ ମ୍ୟାଚରେ ସ୍ପେନ୍‌, ଆମେରିକାକୁ ୧୭-୦ ଗୋଲରେ ପରାସ୍ତ କରିଛି । ଏହି ବିଶାଳ ବିଜୟ ସହ ସ୍ପେନ ଜୁନିଅର ବିଶ୍ୱକପ୍ ହକିରେ ସୃଷ୍ଟି କରିଛି ଏକ ନୂଆ ରେକର୍ଡ । ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ ଦେବାର ରେତର୍ଡ ସୃଷ୍ଟି କରିଛି…