ଶ୍ରେୟସ୍ ଆୟରଙ୍କ ବିରଳ କୀର୍ତ୍ତିମାନ, ଡେବ୍ୟୁରେ ଜମାଇଲେ ଶତକ

କାନପୁର: ନିଜ ଡେବ୍ୟୁ ଟେଷ୍ଟରେ ଶ୍ରେୟସ୍ ଆୟର ଶତକ ହାସଲ କରି ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । କାନପୁରରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆୟର ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ନିଜ ପଦାର୍ପଣ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବାରେ ଆୟର…