ସଂସଦରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବିରୋଧୀ ଦଳଙ୍କ ବର୍ଜନ, ବାଚସ୍ପତି କହିଲେ ଭଲ ପରମ୍ପରା ନୁହେଁ
ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ ସଂସଦରେ ଆୟୋଜିତ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ବର୍ଜନ କରିଛନ୍ତି । ବିରୋଧୀ ଦଳଙ୍କ ଏଭଳି ଆଭିମୁଖ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗଣତାନ୍ତ୍ରିକ ସଂସ୍ଥା ଗୁଡ଼ିକରେ ମର୍ଯ୍ୟାଦାପୂର୍ଣ୍ଣ ଆଚରଣ କରିବା ଏବଂ…