ଓମିକ୍ରନ୍ ପାଇଁ ସତର୍କତା, ଆରଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର, ଗୁଜୁରାଟ, କେରଳ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହେବା ପରେ ବିଶ୍ଵବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି । ସବୁ ଦେଶ ସତର୍କତା ଅବଲମ୍ବନ ପୂର୍ବକ ଭ୍ରମଣ କଟକଣା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତରେ ମଧ୍ୟ ବିଭିନ୍ନ ରାଜ୍ୟ ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି…

ଏମଡିଏମ ପାଚକ ପାଚିକା ମହାସଂଘର ଗଞ୍ଜାମ ଜିଲ୍ଲା ସମାବେଶ

ବ୍ରହ୍ମପୁର: ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ (ଏମଡିଏମ୍) ପାଚକ ପାଚିକା ମହାସଂଘର ଗଞ୍ଜାମ ଜିଲ୍ଲାସ୍ତରୀୟ ସମାବେଶ ଆଜି ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଟାଉନ୍ ହଲ ଠାରେ ହୋଇଥିବା ଏହି ସମାବେଶରେ ବିଶିଷ୍ଟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ…

ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଓ ସୁନ୍ଦର ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ପାଳନ କରାଯାଏ କାଞ୍ଜିଅଁଳା ଓଷା

ମାର୍ଗଶିର ମାସ କୃଷ୍ଣ ନବମୀ ଦିନ ପାଳନ କରାଯାଏ କାଞ୍ଜିଅଁଳା ଓଷା । ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଈଶ୍ୱରଙ୍କ ସୃଷ୍ଟିରେ ଷଠୀ ଦେବୀ…

ଗୀତା ମାହାତ୍ମ୍ୟ: ଯାନିଶା ସର୍ଵ ଭୁତାନାଂ ତସ୍ୟାମ ଜାଗ୍ରର୍ତ୍ତି ସଂଯମୀ। ଯସ୍ୟାମ ଜାଗ୍ରର୍ତ୍ତିଭୁତାନି ସାନିଶା ପଶ୍ୟତୋ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଯାନିଶା ସର୍ଵ ଭୁତାନାଂ ତସ୍ୟାମ ଜାଗ୍ରର୍ତ୍ତି ସଂଯମୀ। ଯସ୍ୟାମ ଜାଗ୍ରର୍ତ୍ତିଭୁତାନି ସାନିଶା ପଶ୍ୟତୋ ମୁନେ ହେ ଅର୍ଜୁନ ! ଯେଉଁ ପରମାନନ୍ଦ ପ୍ରାପ୍ତି ସକଳ ପ୍ରାଣୀଙ୍କ ନିମନ୍ତେ…