ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ଦାବିକୁ ପୁଣି କେନ୍ଦ୍ରର ଅଣଦେଖା
ନୂଆଦିଲ୍ଲୀ : ଓଡ଼ିଶାର ଦାବିକୁ ପୁଣି କେନ୍ଦ୍ରର ଅଣଦେଖା । ବିବାଦୀୟ ପୋଲାଭରମ ବହୁମୁଖୀ ପ୍ରକଳ୍ପରେ ପରିବେଶ ଆଇନ ଉଲ୍ଲଙ୍ଘନ ନେଇ ୮ ଫେବୃଆରୀ ୨୦୧୧ରେ ଜାରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟବନ୍ଦ ଆଦେଶ ଉପରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଳୟ ପୁଣି ଥରେ ସ୍ଥଗିତାଦେଶ ଜାରି…