ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ : ଆଇନ ମନ୍ତ୍ରୀ

ଭୁବନେଶ୍ୱର – ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଧାନସଭାରେ ଉତ୍ତର ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆଦେଶ ବଳରେ ହିଁ ଶ୍ରୀମନ୍ଦିରର…

ଲୋକସଭାରେ ନିହତ ଚାଷୀଙ୍କ ତାଲିକା ଦେଖାଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ, କ୍ଷତିପୂରଣ ଦାବି କଲେ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକସଭାରେ କୃଷକ ଆନ୍ଦୋଳନରେ ନିହତ ହୋଇଥିବା ଚାଷୀଙ୍କ ତାଲିକା ଉପସ୍ଥାପନ କରି କ୍ଷତିପୂରଣ ଦାବି କରିଛନ୍ତି। ରାହୁଲ କହିଛନ୍ତି ଯେ କୃଷକ ଆନ୍ଦୋଳନରେ ନିହତ ହୋଇଥିବା କୃଷକଙ୍କ ତଥ୍ୟ ତାଙ୍କ ପାଖରେ ନାହିଁ ବୋଲି କୃଷି ମନ୍ତ୍ରୀ ଗୃହରେ…

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର

ଭୁବନେଶ୍ବର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କ ପରଲୋକ , ୧୦୪ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ଗତ କିଛି ଦିନ ଧରି କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଯାଯପୁରର ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ…