ଓମିକ୍ରନ ନେଇ ରାଜ୍ୟ ସରକାର –କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର- କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ବିଦେଶରୁ ୧ ହଜାର ୧୩୪ ଜଣ ଏୟାର…

ହେଲିକପ୍ଟର ଦୁର୍ଘଟଣା ପରେ ବଞ୍ଚିଥିଲେ ସିଡିଏସ୍ ବିପିନ୍ ରାୱତ, ହସ୍ପିଟାଲ ନେବା ବାଟରେ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ / ଉଦଗମଣ୍ଡଲମ୍: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣା ପରେ ବି ଜୀବିତ ଥିଲେ। ଦୁର୍ଘଟଣା ପରେ ଏମ୍ଆଇ -୧୭/ଭି୫ କୁ ଧ୍ୱଂସାବଶେଷରୁ ତାଙ୍କୁ ଉଦ୍ଧାର କରାଯିବା ପରେ ସେ ହିନ୍ଦୀରେ ମଧ୍ୟ ତାଙ୍କ ନାଁ କହିଥିଲେ। ଉଦ୍ଧାରକାରୀ ଦଳର ଜଣେ…

ଅସହାୟ ବୃଦ୍ଧାଙ୍କୁ ଜରା ନିବାସରେ ସୁରକ୍ଷିତ ଆଶ୍ରୟ ଦେଲା ରଙ୍ଗେଇଲୁଣ୍ଡା ବ୍ଲକ୍ ପ୍ରଶାସନ

ରଙ୍ଗେଇଲୁଣ୍ଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନସେବା ଆଭିମୁଖ୍ୟକୁ ପ୍ରାଥମିକତା ଦେଇ ଆସିଛି ରାଜ୍ୟର ପ୍ରଶାସନିକ କଳ। ବିଶେଷ କରି ଅସହାୟ, ଦୁଃସ୍ଥ ନାଗରିକଙ୍କ ଖବର ମିଳିଲା ମାତ୍ରେ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ସହ ସେମାନଙ୍କ ସେବା ଯତ୍ନ ପାଇଁ ଲାଗିପଡନ୍ତି। ସେମାନଙ୍କ ମୁଣ୍ଡ…

ଦୁର୍ଦ୍ଦାନ୍ତ ନକ୍ସଲ ଦୁବାଶିଙ୍କୁ ଜେରା କରିବ ଏନଆଇଏ, ଜୟପୁର ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଲା ୨ ଜଣିଆ ଟିମ୍‌

କୋରାପୁଟ – ଗିରଫ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଦୁବାଶି ଶଙ୍କରକୁ ପଚରାଉଚରା ପାଇଁ ଜୟପୁର ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଛି ଏନଆଇଏର ଦୁଇ ଜଣିଆ ଟିମ୍ । ୨୦୧୨ ମସିହାରେ ଚିତ୍ରକୋଣ୍ଡା ବିସ୍ଫୋରଣରେ ଜଣେ କମାଣ୍ଡାଂଟ୍ ଓ ଜଣେ ଆସିଷ୍ଟାଂଟ୍ କମାଣ୍ଡାଂଟଙ୍କ ମୃତ୍ୟୁ ମାମଲାରେ ଦୁବାଶି ଶଙ୍କରଙ୍କୁ…

ବର୍ଷେ ପରେ ଆନ୍ଦୋଳନ ଶେଷ କଲେ କୃଷକ, ଡିସେମ୍ବର ୧୧ରୁ ଘରକୁ ଫେରିବେ

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ନେଇ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ପରେ କୃଷକ ସଂଗଠନମାନେ ଶେଷରେ ଆନ୍ଦୋଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ଷେ ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ଚାଷୀ ସଂଗଠନ। ସଂଯୁକ୍ତ କିସାନ୍ ମୋର୍ଚ୍ଚା ବୈଠକରେ ଆଲୋଚନା ପରେ ଏହି…