ସ୍ୱାଭିମାନ ଅଂଚଳରେ ଆଉ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା

ମାଲକାନଗିରି- ସ୍ୱାଭିମାନ ଅଞ୍ଚଳରେ ଆଉ ଏକ ବିଏସଏଫ ଶିବିର ପ୍ରତିଷ୍ଠା କରାଯାଇଛି । ସ୍ୱାଭିମାନ ଅଂଚଳ ପଣସପୁଟ ପଂଚାୟତର ଘନବେଡାରେ ପ୍ରତିଷ୍ଠା କରାଯାଇଛି ନୂଆ ବିଏସଏଫ କ୍ୟାମ୍ପ । ଉନ୍ନୟନମୂଳକ କାର୍ଯ୍ୟକୁ ମାଓବାଦୀଙ୍କଠାରୁ ସୁରକ୍ଷା ପାଇଁ ଏହି ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା…

ରାଜ୍ୟରେ ଆଉ ୨୮୬ କୋରୋନା ମାମଲା ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ କୋରୋନାର ଆଉ ୨୮୬ଟି ନୂଆ ମାମଲା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୧୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୦ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭ ଆକ୍ରାନ୍ତ…

ବିଶ୍ୱ ମାନବାଧିକାର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ବିଶ୍ୱ ମାନବାଧିକାର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ସାମାଜିକ, ସାଂସ୍କୃତିକ ଓ ଶାରୀରିକ ଅଧିକାର ବାବଦରେ ସଚେତନତା ସୃଷ୍ଟି କରିବା ଉପରେ ଜୋର୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଅସମାନତା, ଭେଦଭାବ ଦୂର…