ରାଜ୍ୟରେ ଆଉ ୨୮୬ କୋରୋନା ମାମଲା ଚିହ୍ନଟ
ଭୁବନେଶ୍ୱର-ରାଜ୍ୟରେ କୋରୋନାର ଆଉ ୨୮୬ଟି ନୂଆ ମାମଲା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୧୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୦ ଜଣ ଅଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭ ଆକ୍ରାନ୍ତ…