ସେନା ହେଲିକପ୍ଟର ଦୁର୍ଘଟଣା: ୧୪ରୁ ୧୩ ଜଣଙ୍କ ମୃତ୍ୟୁ, ସିଡିଏସ୍ ବିପିନ୍ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସସପେନ୍ସ
ଚେନ୍ନାଇ: ତାମିଲନାଡୁର ନୀଳଗିରି ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ସିଡିଏସ୍ ବିପିନ୍ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ, ତାଙ୍କ ପ୍ରତିରକ୍ଷା ସହାୟକ, ସୁରକ୍ଷା କମାଣ୍ଡୋ ଏବଂ ଭାରତୀୟ ବାୟୁସେନା କର୍ମଚାରୀମାନେ…