ବିଶ୍ୱ ଦିବ୍ୟ ଜୀବନ ସଂଘ ପୁରୀ ଶାଖାର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ
ବିଶ୍ୱ ଦିବ୍ୟ ଜୀବନ ସଂଘ ପୁରୀ ଶାଖାର ୪୧ ତମ ପ୍ରତିଷ୍ଠା ଦିବସ ପୁରୀ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଭବ୍ୟ ଆଧ୍ୟାତ୍ମିକ ସତସଙ୍ଗ କାର୍ଯ୍ୟକ୍ରମ ଦିବସ ବ୍ୟାପି ଶାଖା ଆଶ୍ରମରେ ଅନୁଷ୍ଠିତ ହୋଇଥିଲା।
ପୁରୀ କଚେରୀ ରୋଡ଼ ସ୍ଥିତ ଦିବ୍ୟ ଜୀବନ ସଂଘ ପୁରୀ ଶାଖା…