ଗୀତା ମାହାତ୍ମ୍ୟ: ଯଅସ୍ତଇନ୍ଦ୍ରୀଆଣି ମନସା ନିୟମ୍ୟରଭତେଅର୍ଜୁନ। କର୍ମେନ୍ଦ୍ରିଅୟୀ କର୍ମଯୋଗମସକ୍ତ ସ ବିଶିଷ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଯଅସ୍ତଇନ୍ଦ୍ରୀଆଣି ମନସା ନିୟମ୍ୟରଭତେଅର୍ଜୁନ।
କର୍ମେନ୍ଦ୍ରିଅୟୀ କର୍ମଯୋଗମସକ୍ତ ସ ବିଶିଷ୍ୟତେ।।

ହେ ଅର୍ଜୁନ ! ଯେଉଁ ମନୁଷ୍ୟ ମନଦ୍ୱାରା ଇନ୍ଦ୍ରିୟ ମାନଙ୍କୁ ବଶ କରି ଅନାସକ୍ତ ହୋଇ ସମସ୍ତ ଇନ୍ଦ୍ରିୟଦ୍ୱାରା କର୍ମଯୋଗ ଆଚରଣ କରନ୍ତି, ସେ ଶ୍ରେଷ୍ଠ ଅଟନ୍ତି।

( ଇତି ଗୀତା ୩ୟ ଅ। ୭ମ ଶ୍ଲୋକ )

Comments are closed.