ସୁନ୍ଦରଗଡ ଜିଲ୍ଲାସ୍ତରୀୟ ହକି ଚମ୍ପିଆନସିପ ଉଦଯାପିତ, କୁତ୍ରା ବ୍ଲକ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମ୍ପିଆନ

ସୁନ୍ଦରଗଡ: ଗତ 12 ନଭେମ୍ବରରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ହକି ଚମ୍ପିଆନସିପ ଉଦଯାପିତ ହୋଇଯାଇଛି। ଏଥିରେ କୁତ୍ରା ବ୍ଲକ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମ୍ପିୟାନ ହୋଇଛି। ପ୍ରଥମେ ବ୍ଳକ ସ୍ତରର ଚମ୍ପିଆନ ଦଳକୁ ନେଇ ଜୋନାଲ ହକି ଚମ୍ପିଆନସିପ ଅନୁଷ୍ଠିତ ହୋଇଥିଲା। ପରେ ଜିଲ୍ଳାସ୍ତରୀୟ…

ବାରହା ଫାଶରେ ପଡି ଯୁବକ ମୃତ

ଝାରସୁଗୁଡ଼ା: ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ମୂତ୍ୟୁବରଣ କରିଛନ୍ତି। ଯୁବକ ଜଣକ ହେଲେ ବେଲପାହାଡ ଅଧିନସ୍ଥ କନକତୋରା ଫରେଷ୍ଟ ସେକ୍ସସନ ଅଞ୍ଚଳର ଲୁହାବଗା ଗାଁର ଉଦ୍ଧବ ମେହେର ଙ୍କ ୨୧ ବର୍ଷ ର ପୁଅ ଭୂଦେଵ ମେହେର ବୋଲି ଜଣାପଡିଛି । ସୂଚନା…