ଶ୍ରୀକ୍ଷେତ୍ରର ଚକ୍ରତୀର୍ଥ

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଚକ୍ରତୀର୍ଥ ଅନ୍ୟତମ ତୀର୍ଥ।ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ମହୋଦଧି, ଇନ୍ଦ୍ରଦ୍ୟୁମ୍ନ ଓ ଚକ୍ରତୀର୍ଥ ପଞ୍ଚତୀର୍ଥ ଭାବେ ଖ୍ୟାତ । ଶ୍ରୀମନ୍ଦିର ଠାରୁ ପ୍ରାୟ ୩ କିମି ଦୂରରେ ସମୁଦ୍ରକୂଳର ଉତ୍ତର-ପୂର୍ବ ଦିଗରେ ବାଙ୍କୀ…