‘ଓମିକ୍ରନ୍’ ନେଇ ଏକଘରିକିଆ ହୋଇଥିବା ଦକ୍ଷିଣ ଆଫ୍ରିକାର କ୍ଷୋଭ, କହିଲା ନୂଆ ଭାରିଆଣ୍ଟ୍ ଚିହ୍ନଟ ପାଇଁ…

ଜୋହାନ୍ସବର୍ଗ: ଓମିକ୍ରନ୍ ଭାରିଆଣ୍ଟ ପାଇବା ପରେ ବିଶ୍ବର ସମସ୍ତ ଦେଶ ଦକ୍ଷିଣ ଆଫ୍ରିକା ଉପରେ ବିଭିନ୍ନ କଟକଣା ଲଗାଇବା ଆରମ୍ଭ କରିଛନ୍ତି | ପ୍ରଥମ ପର୍ଯ୍ୟାୟରେ ଅନେକ ୟୁରୋପୀୟ ଦେଶ ଦକ୍ଷିଣ ଆଫ୍ରିକା ଦେଶକୁ ବିମାନ ଉଡ଼ାଣ ସ୍ଥଗିତ ରଖିଛନ୍ତି। ନୂଆ ଭାରିଆଣ୍ଟ୍ ପାଇଁ ବିଶ୍ବରେ ଏଭଳି ଏକଘରିକିଆ…

ରାଜ୍ୟରେ ଆଉ ୧୯୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୯୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୧୨ ଓ ସ୍ଥାନୀୟ ଅଂଚଳରୁ ୭୯ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୩ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ…