ରେଳବାଇ କମାଇଲା ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ, ୫୦ ଟଙ୍କାରୁ କମି ପୁଣି ୧୦ ଟଙ୍କା ହେଲା
ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ସହିତ ଭାରତୀୟ ରେଳବାଇ ଦ୍ୱାରା ଲାଗୁ କରାଯାଇଥିବା କଟକଣା ମଧ୍ୟ ପର୍ଯ୍ୟାୟ କ୍ରମେ କୋହଳ କରାଯାଉଛି । ଏବେ ଭାରତୀୟ ରେଳବାଇ ପ୍ଲାଟଫର୍ମ ଟିକେଟର ମୂଲ୍ୟ ହ୍ରାସ କରିଛି। କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର ଅନିଲ କୁମାର ଲାହୋତି ଏହି…