ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କନ୍ଧମାଳ ଜିଲ୍ଲା

କନ୍ଧମାଳର ୬.୫୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ, ସଫଳ କରିଛି ସ୍ମାର୍ଟ ହେଲ୍‌ଥ କାର୍ଡ - ମୁଖ୍ୟମନ୍ତ୍ରୀ କନ୍ଧମାଳରେ ୫୦୦ କୋଟିର ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାମ ଠିକ୍‌ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ…

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆଇସିଡିଏସ୍ ସୁପରଭାଇଜର

ନୂଆପଡା- ଲାଞ୍ଚ ନେଉଥିବା ବେଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍‌ର ଆଇସିଡିଏସ ସୁପରଭାଇଜର ଭିଜିଲାନ୍‌ସ ହାତରେ ଧରାପଡିଛନ୍ତି । ସିନାପାଲି ବ୍ଲକ୍ –ସାଗୁନଭାଡି -୨ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗ୍‌ଙ୍କଠାରୁ ସିନାପାଲି ବ୍ଲକର ଛତିଗୁଡା ସେକ୍ଟରରର…

ବାୟୁସେନା ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ପାଇଲେ ବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଦେଶର ସୁରକ୍ଷା ପାଇଁ ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ସୈନିକମାନଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ମାନିତ କରିଛନ୍ତି। ବାୟୁସେନା ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ସମ୍ମାନ…

ଖ୍ରୀଷ୍ଟମାସ ପରେଡ୍ ବେଳେ ମାଡ଼ିଗଲା କାର୍, ଅନେକ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ୱାଶିଂଟନ୍: ଆମେରିକାର ୱିସ୍କୋସିନ୍ ଠାରେ ରବିବାର ସନ୍ଧ୍ୟାରେ ଏକ ଗାଡି ଖ୍ରୀଷ୍ଟମାସ ପରେଡ୍ ବେଳେ ହଠାତ୍ ଭିଡ଼ ଭିତରକୁ ପଶିଯାଇ ଅନେକ ଲୋକଙ୍କୁ ଦଳିଦେଇଛି । ଏହି ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ୱାଉକେଶାର ମିଲ୍‌ୱାକିରେ…

ବାନ୍ଧ ଓ ଚିତ୍ରକଳାର ଯୁଗଳବନ୍ଦୀ: ୪ ହଜାର ବର୍ଗଫୁଟରେ ଅଙ୍କନ ହେଲା ବାନ୍ଧ କଳା, ୪୨ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର : ଓଡିଶା ଲଳିତ କଳା ଏକାଡେମୀ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାନ୍ଧ କଳା ଏବଂ ଚିତ୍ରକଳାର ଅପୂର୍ବ ଯୁଗଳବନ୍ଦୀ ଦେଖିବାକୁ ମିଳିଛି ସମ୍ବଲପୁର ଧନକଉଡା ବ୍ଲକର କର୍ଡୋଲା ଗାଁରେ । ଦୀର୍ଘ ୪ ଦିନ ଧରି ଚାଲିଥିବା ଏହି ବାନ୍ଧ ଓ ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି ।…

କୁନି ଭାଇଭଉଣୀଙ୍କ ଦାବି ରଖିଲେ ମୁଖ୍ୟମନ୍ତ୍ରୀ,  ନହୁରାଣୀ ନାଳରେ ନିର୍ମାଣ ହେଲା ପୋଲ

ସମ୍ବଲପୁର : ଅଞ୍ଚଳବାସୀଙ୍କ ଦୁଃଖକୁ ଦେଖି କୁନି ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଆଉ ଉପାନ୍ତ ଇଲାକାରେ ଏକ ପୋଲ ନିର୍ମାଣ କରିବାକୁ କୁନି ଭାଇ ଭଉଣୀ ପତ୍ର ଲେଖିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା । ତେବେ , ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ଏହି ଦୁଇ ଶିଶୁଙ୍କ କଥାକୁ…