ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨ ଶହରୁ ତଳେ, ୧୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୭୧ କୋରୋନା ଆକ୍ରାନ୍ତ । କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ଶହରୁ ତଳେ ରହିଛି । ସଙ୍ଗରୋଧରୁ ୯୮ ଓ ସ୍ଥାନୀୟ ଅଂଚଳରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ…

ଦୁଇ ଦିନ ପରେ ରାଜ୍ୟରେ ଶୀତ ବଢିବା ସମ୍ଭାବନା

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଜାରି ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ଯାଏ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪୮ ଘଣ୍ଟା ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା…

ସହିଦ ଲକ୍ଷ୍ମଣ ନାଏକଙ୍କ ଆଜି ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ଆଜି ଜୟନ୍ତୀ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦ ଲକ୍ଷ୍ମଣ ନାଏକଙ୍କ ବୀରତ୍ୱ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଦିବାସୀ…

ଖଲ୍ଲିକୋଟରେ ନକଲି ଥାନା ଅଧିକାରୀ ଗିରଫ

ଖଲ୍ଲିକୋଟ – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଜଣେ ନକଲି ଥାନା ଅଧିକାରୀକୁ ଗିରଫ କରାଯାଇଛି । ନିଜକୁ ଆଇଆଇସି ବୋଲି ପରିଚୟ ଦେଇ ଲୋକଙ୍କୁ ଧମକ ଚମକ ଦେଉଥିବା ଚିକିଲି ଗାଁର ସୁନୀଲ ଗୌଡକୁ ବାନ୍ଧିଛି ପୋଲିସ । ତାଙ୍କର ଧମକପୂର୍ଣ୍ଣ ଫୋନ୍ କଲ୍ ରେକର୍ଡିଂ ଭାଇରାଲ ହେବା ପରେ ପୋଲିସ…

ପଠାନକୋଟ ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ

ପଠାନକୋଟ: ପଞ୍ଜାବର ପଠାନକୋଟ ସ୍ଥିତ ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ରବିବାର ରାତିରେ ଆକ୍ରମଣକାରୀ ବାଇକରେ ଆସି ତ୍ରିବେଣୀ ଗେଟ୍ ଫାଟକ ନିକଟରେ ଗ୍ରେନେଡ୍ ଫିଙ୍ଗିଥିଲେ। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟିନାହିଁ । ଏହି ଘଟଣା ପରେ ପଠାନକୋଟ ସମେତ ପଞ୍ଜାବର ପ୍ରମୁଖ…

କରୋନା ଅପଡେଟ୍: ଦିନକରେ ୮୪୮୮ ନୂଆ ମାମଲା, ୫୩୮ ଦିନ ପରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୮୪୮୮ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରୋଗରେ ଆଉ ୨୪୯ ଜଣଙ୍କର ମୃତ୍ୟୁ ହୋଇଛି। ୫୩୮ ଦିନ ପରେ ଦେଶରେ ସବୁଠୁ କମ୍ ମାମଲା ପଞ୍ଜିକୃତ ହୋଇଛି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୧୮ ହଜାର ୪୪୩କୁ ଖସି ଆସିଛି ।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠାରୁ ତିନିଦିନିଆ ଯଜ୍ଞ, ୨୪ରେ ପ୍ରକଳ୍ପ କାର୍ଯ୍ୟର ଉଦଘାଟନ କରିବେ…

ଭୁବନେଶ୍ୱର –ପୁରୀ ପାଇଁ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠାରୁ ତିନିଦିନିଆ ଯଜ୍ଞ ଆରମ୍ଭ ହୋଇଛି । ଏଥିପାଇଁ ରବିବାର ଶ୍ରୀନଅରରେ ଗୁଆ ଟେକା ଯାଇଥିଲା । ଏଥିସହ ଯଜ୍ଞମଣ୍ଡପରେ ମଣ୍ଡଳ କଟା ଓ ଅଙ୍କୁରାରୋପଣ କରାଯାଇଥିଲା । ଗତକାଲି ସଂଧ୍ୟାରେ…