ରାଜ୍ୟରେ ଯାତ୍ରା, ଅପେରା, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି ଆୟୋଜନ ପାଇଁ ଅନୁମତି

ଭୁବନେଶ୍ୱର-ରାଜ୍ୟରେ ଯାତ୍ରା, ଡ୍ରାମା, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଥିବା କଟକଣା ହଟିବ । ଏ ନେଇ ନୂଆ ଗାଇଡଲାଇନ ଆଜିଠାରୁ ଲାଗୁ ହେବ । ଏସଆରସି ଏହି ସୂଚନା ଦେଇଛନ୍ତି । ଏସବୁ କାର୍ଯ୍ୟକ୍ରମ କୋଭିଡ କଟକଣା ମଧ୍ୟରେ ହେବ । ଏଥିପାଇଁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଓ ଏସପିଙ୍କ…

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ କରିବେ…

ଭୁବନେଶ୍ୱର- ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ସେବାରେ ସାମିଲ ହେବେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଜିଲ୍ଲାରେ ଏହି ସେବାର ଶୁଭାରମ୍ଭ କରିବେ । ପ୍ରଥମେ ଅନୁଗୁଳ ଯାଇ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ କରିବା…