ଆୟ ବହିର୍ଭୂତ ସଂପତ୍ତି ମାମଲାରେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ

ନୟାଗଡ - ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଥିବା ନୟାଗଡ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ ହୋଇଛନ୍ତି । ଏହି ମାମଲାରେ ଗୁରୁବାର ଋଷିନାଥଙ୍କ ୪ଟି ଠିକଣାରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ମୋଟ ୨ ଦଶମିକ ୭ କୋଟି ଟଙ୍କାର…

ମହିଳା ସହକର୍ମୀଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ଫସିଲେ ଟିମ୍ ପେନ୍, ଟେଷ୍ଟ ଅଧିନାୟକ ପଦରୁ ଦେଲେ ଇସ୍ତଫା

ସିଡନୀ: ଇଂଲଣ୍ଡ ବିପକ୍ଷ ସମ୍ମାନଜନକ ଆଶେସ୍ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଜଣେ ମହିଳାଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ବିବାଦରେ ଫସିବା ପରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଟିମ୍ ପେନ୍ । ଏକ ସାମ୍ବାଦିକ ସମ୍ମିଳନୀରେ ପେନ୍ ଏହି ସୂଚନା…

କରୋନା ଅପଡେଟ୍: ଦିନକରେ ୧୧,୧୦୬ ନୂଆ ମାମଲା, ୪୫୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ପ୍ରକୋପ କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୧୦୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୪୫୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ଏକ ଲକ୍ଷ ୨୬ ହଜାର…

ଆଜି ରାଞ୍ଚିରେ ଦ୍ୱିତୀୟ ଟି-୨୦, ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍ ଶୁକ୍ରବାର ଏଠାରେ ଖେଳାଯିବ । ପ୍ରଥମ ଟି୨୦ରେ ରୋମା କର ବିଜୟ ସହ ଭାରତ ତିନି ମ୍ୟାଚ୍ ସିରିଜରେ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ଟି୨୦ରେ ମଧ୍ୟ ଜୟଯାତ୍ରା ଜାରି ରଖି ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ତେବେ…

ଆଜି ସଂଧ୍ୟାରେ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

ଭୁବନେଶ୍ୱର- ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ଆଜି ସଂଧ୍ୟାରେ ପ୍ରକାଶ ପାଇବା ସମ୍ଭାବନା ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେବ । ଅକ୍ଟୋବର ପହିଲାରୁ ୧୧ ତାରିଖ ଯାଏଁ ଅଫଲାଇନ ପରୀକ୍ଷା ହୋଇଥିଲା । ବିକଳ୍ପ…