ଅପମାନ ସହିନପାରି କାନ୍ଦିଲେ ଚନ୍ଦ୍ରବାବୁ ନାଇଡୁ, କ୍ଷମତାକୁ ନ ଫେରିବା ଯାଏଁ ବିଧାନସଭାକୁ ଆଉ ଆସିବେନି

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ଏକ ସାମ୍ବାଦିକ ସମ୍ମିଳନୀରେ କାନ୍ଦିବା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଓ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ବ୍ୟକ୍ତିଗତ ଆକ୍ରମଣ ଓ ଅପମାନ ଆଉ ସହିପାରିବିନି ବୋଲି କହି ଚନ୍ଦ୍ରବାବୁ…

ଗାଙ୍ଗପୁର ଥାନା ଜାତୀୟ ପୁରସ୍କାର ପାଇବା ଓଡିଶା ପୋଲିସ ପାଇଁ ଗର୍ବର ବିଷୟ

କଟକ- ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ୨୦୨୧ ପାଇଁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ରୂପେ କେନ୍ଦ୍ର ଗୃହମନ୍ତ୍ରାଳୟ ଦ୍ୱାରା ପୁରସ୍କୃତ ହୋଇଛି । ଏହା ବେଶ୍ ଗର୍ବର ବିଷୟ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି । ଗାଙ୍ଗପୁର ଥାନା ଆଇଆଇସି ଲକ୍ଷନୌରେ କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ…