ଏସବିଆଇ ପେନସନଭୋଗୀଙ୍କୁ ବ୍ୟାଙ୍କ୍ ଯିବା ଆବଶ୍ୟକ ନାହିଁ, ଘରେ ବସି ବି ଦାଖଲ କରିହେବ ଲାଇଫ୍ ସାର୍ଟିଫିକେଟ୍, କେମିତି…

ନୂଆଦିଲ୍ଲୀ: ପ୍ରତିବର୍ଷ ନଭେମ୍ବର ମାସରେ ପେନସନଭୋଗୀ ମାନଙ୍କୁ ଜୀବନ ପ୍ରମାଣପତ୍ର ବା ଲାଇଫ୍ ସାର୍ଟିଫିକେଟ୍ ଦେବାକୁ ପଡିଥାଏ । ଯାହା ନିଶ୍ଚିତ କରେ ଯେ ପେନସନଭୋଗୀମାନେ ଜୀବିତ ଅଛନ୍ତି। ଅନ୍ୟ ବ୍ୟାଙ୍କଗୁଡିକ (ଏସବିଆଇ) ପରି ଏସବିଆଇରେ ମଧ୍ୟ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ହୋଇଥାଏ ଏବଂ ଏହି…

ଓଡିଶା ପୋଲିର ସ୍ୱତନ୍ତ୍ର ଅଭିଯାନରେ ୩ ହଜାରରୁ ଅଧିକ ଫେରାର ୱାରେଂଟି ଗିରଫ, ବାଲେଶ୍ୱରରୁ ସର୍ବାଧିକ

ଭୁବନେଶ୍ୱର- ଗତ ୧ଦ ଦିନ ମଧ୍ୟରେ ୩ ହଜାର ୪୮୮ ପଳାତକଙ୍କୁ ଗିରଫ କରିବାରେ ସଫଳ ହୋଇଛି ଓଡିଶା ପୋଲିସ । ବିଭିନ୍ନ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିବା ୩ ହଜାର ୪୮୮ ପଳାତକଙ୍କୁ ଗିରଫ କରାଯାଇଛି । ଫେରାର ଅଭିଯୁକ୍ତମାନଙ୍କୁଧରିବା ପାଇଁ ନଭେମ୍ବର ୫ରୁ ୧୪ ତାରିଖ ମଧ୍ୟରେ ଏକ ସ୍ୱତନ୍ତ୍ର…

ପୌର ନିର୍ବାଚନ ପାଇଁ ବିଏମସିର ସଂରକ୍ଷଣ ତାଲିକା ଚୂଡାନ୍ତ, ବଢିବ ନାହିଁ ୱାର୍ଡ ସଂଖ୍ୟା

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମର ସଂରକ୍ଷଣ ତାଲିକା ଚୂଡାନ୍ତ ହୋଇଛି । ନଗର ଉନ୍ନୟନ ବିଭାଗକୁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିିଛି ବିଏମସି । ୨୦୧୧ ଜନସଂଖ୍ୟା ଅନୁସାରେ ହିଁ ପୌର ନିର୍ବାଚନ ହେବ । ୱାର୍ଡ ସଂଖ୍ୟା ନ ବଢି ପୂର୍ବଭଳି ୬୭ରେ ରହିବ । ଏଥର…