‘ଭଗବାନ ମୋ ବ୍ରା’ର ମାପ ନେଉଛନ୍ତି’ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଶ୍ବେତା ତିଓ୍ବାରୀ

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ପାଇଁ ଭୋପାଳରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବା ପରେ ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ ସେ ନିଜେ ଜଣେ ଈଶ୍ବର ବିଶ୍ବାସୀ ଏବଂ ଜାଣିଶୁଣି କିମ୍ବା ଅଜାଣତରେ ଏପରି କଥା କଦାପି କହିପାରିବେ ନାହିଁ |…

ଫେବ୍ରୁଆରୀ ପହିଲାରୁ ପୁଣି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ-ଆସନ୍ତାମାସ ୧ ତାରିଖରୁ କୋଭିଡ କଟକଣା ମଧ୍ୟରେ ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ନେତୃତ୍ୱରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୂର୍ବପରି…

ପ୍ରାୟ ୫୦୦୦ କୋଟି ଟଙ୍କାର ସମ୍ପତ୍ତି ସହ ବିଜେପି ଦେଶର ସବୁଠାରୁ ଧନଶାଳୀ ଦଳ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ହେଉଛି ଭାରତର ସବୁଠାରୁ ଧନଶାଳୀ ରାଜନୈତିକ ଦଳ । ବିଜେପିର ପାଣ୍ଠି ସର୍ବାଧିକ ଘୋଷିତ ରାଶି ଭାବରେ ରେକର୍ଡ କରାଯାଇଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର୍) ନାମକ ସଂସ୍ଥାର ସର୍ଭେରେ ଏହା କୁହାଯାଇଛି । ଏଡିଆର୍ ରିପୋର୍ଟକୁ…

ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି

ନୂଆଦିଲ୍ଲୀ: ଆସନ୍ତା ମାସରୁ ସ୍ଥଗିତ ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ଖେଳାଯିବ । ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି। ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଟୁର୍ନାମେଣ୍ଟ ଆୟୋଜିତ ହୋଇନଥିଲା। ୩୮ଟି ଦଳ ବିଶିଷ୍ଟ ଟୁର୍ନାମେଣ୍ଟ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବ ।…