ଆଜିଠୁ ରାଜ୍ୟରେ ବର୍ଷାରୁ ଆଶ୍ୱସ୍ତି, ୧୭ରୁ ଦକ୍ଷିଣ ଓଡିଶାରେ ପୁଣି ବର୍ଷା

ଭୁବନେଶ୍ୱର- ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲା ବିଶେଷ କରି ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକରେ ଗତ ଦୁଇ ତିନି ଦିନ ପ୍ରବଳ ବର୍ଷା ପରେ ଆଜିଠାରୁ ଆଶ୍ୱସ୍ତି ମିଳିବ । ଆଜିଠାରୁ ଓଡିଶାର ଜିଲ୍ଲାଗୁଡିକରେ ବର୍ଷାର ପ୍ରଭାବ କମିବ । ଶୀତର ପ୍ରଭାବ ରହିବ ନାହିଁ । ଆକାଶ ମେଘାଚ୍ଛନ୍ନ…

ନେହରୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର - ଆଜି ହେଉଛି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ । ତାଙ୍କ ଜନ୍ମଦିବସକୁ ଭାରତରେ ଶିଶୁ ଦିବସ ଭାବେ ବି ପାଳନ କରାଯାଏ । ଜୟନ୍ତୀରେ ପଣ୍ଡିତ ନେହେରୁଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସ୍ୱାଧୀନତା ସଂଗ୍ରାମ ଓ ଏକ ଆଧୁନିକ,…

ଗୋପାଳପୁର ନିର୍ବାଚନମଣ୍ଡଳୀ ୫୫ ନଂ ଜୋନ୍‌ସ୍ତରୀୟ ଯୁବ ଓ ଛାତ୍ର ସଙ୍ଗଠନ ବୈଠକ

ଗୋପାଳପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ମଜବୁତ ହେଉଛି ବିଜୁ ଜନତା ଦଳ। ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବା ସାଙ୍ଗକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସକାଶେ ସଶକ୍ତ ଓ ବ୍ୟବସ୍ଥିତ ଭାବେ ରଣକୌଶଳ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବାରେ ଲାଗିଛି ବିଜେଡି। ପୂର୍ବରୁ…

ଝରିଗାଁ ଥାନାରେ ବିଜେପି ବିରୋଧରେ ଏତଲା

ନବରଙ୍ଗପୁର: ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ବିରୋଧରେ ବିରୋଧୀ ବିଜେପିର ଅପପ୍ରଚାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଝରିଗାଁର ବିଜେଡି କର୍ମୀ ଓ ସାଧାରଣ ଜନତା। ପ୍ରଥମେ ନବରଙ୍ଗପୁର ଥାନା ଆଉ ଏବେ ଝରିଗାଁ ଥାନାରେ ବିଜେଡି ନେତା ଓ କର୍ମୀମାନେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା…

କଳିଯୁଗର ଅପ୍ରିୟ ସତ୍ୟ

କୁରୁକ୍ଷେତ୍ର ଯୁଦ୍ଧ ପରେ ଥରେ ପାଞ୍ଚଭାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ? ପ୍ରଭୁ ଏ ଦ୍ବାପର ଯୁଗପରେ ଯେଉଁ କଳିଯୁଗ ଆସିବ, ସେତେବେଳେ ସମାଜର, ବ୍ୟକ୍ତି ବିଶେଷଙ୍କ ସ୍ବଭାବ କେମିତି ରହିବ ? ?? ଭଗବାନ କୃଷ୍ଣ ପାଞ୍ଚ ଭାଇଙ୍କୁ କହିଲେ ତୁମେମାନେ କିଛି ସମୟ ପାଇଁ ବାହାରେ ବୁଲିକି ଆସ,…

ଗୀତା ମାହାତ୍ମ୍ୟ: କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ। ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ। ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।। ହେ ଅର୍ଜୁନ ! ସମବୁଦ୍ଧିରେ ଯୁକ୍ତ ଜ୍ଞାନିଜନମାନେ କର୍ମଦ୍ୱାରା ଉତ୍ପନ୍ନ ହେଉଥିବା…