ପବିତ୍ର ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର - ଆଜି ହେଉଛି ପବିତ୍ର ଛଟ୍ ପୂଜା । ସୂର୍ଯ୍ୟ ପୂଜାର ପର୍ବ । ଛଟ୍ ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଗବାନ ସୂର୍ଯ୍ୟ ସବୁ ପ୍ରତିବନ୍ଧକ ଓ ବାଧାବିଘ୍ନ ଦୂର କରି ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ…

ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ । ଏହି ଉପଲକ୍ଷେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସମାଜ ସମ୍ମୁଖୀନ ହେଉଥିବା ପ୍ରମୁଖ ବୈଶ୍ୱିକ ଆହ୍ୱାନ ବିରୋଧରେ ପ୍ରସ୍ତୁତି ପାଇଁ ବିଜ୍ଞାନର ଭୂମିକା ଗୁରୁତପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ…

ଗୋପାଳପୁର ନିର୍ବାଚନମଣ୍ଡଳୀ ପଞ୍ଚାୟତ ନିର୍ବାଚନ ସଜବାଜ : ବିଜେଡି ପଟକୁ ଢଳୁଛି ଦୃଶ୍ୟପଟ୍ଟ

ଲେଖକ: ପ୍ରତିଭା ନେପାକ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପଞ୍ଚାୟତ ନିର୍ବାଚନ ସକାଶେ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସହ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ଲଢ଼େଇ ଆଡ଼କୁ ଆଉ ପାଦେ ଆଗେଇ ଯାଇଛି। ଏଥିସହ ଭୋଟରଙ୍କୁ ନିଜ ପଟକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ…

ଆକାଶଦୀପ, କାର୍ତ୍ତିକ ମାସରେ ଆକାଶଦୀପ ଲଗା ଯିବାର କାରଣ

ପବିତ୍ର କାର୍ତ୍ତିକ ମାସରେ ଅନେକ ମଠ, ମନ୍ଦିର ତଥା ବ୍ୟକ୍ତି ବିଶେଷ ସ୍ଥାନରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଆୟୋଜନ କରାଯାଇଥାଏ। ଯେପରି ପ୍ରଭାତ କୀର୍ତ୍ତନ, ଭାଗବତ, ଶ୍ରୀରାମଚରିତ ମାନସ, ଗୀତା ଓ ଅନ୍ୟାନ୍ୟ ପୁରାଣ ଆଦିର ପାରାୟଣ ଅନୁଷ୍ଠିତ ହୋଇଥାଏ। ସେହିପରି ମାସବ୍ୟାପି ଆକାଶ ଦୀପ…

ଗୀତା ମାହାତ୍ମ୍ୟ: କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ। ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ। ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।। ହେ ଅର୍ଜୁନ ! ସମବୁଦ୍ଧିରେ ଯୁକ୍ତ ଜ୍ଞାନିଜନମାନେ କର୍ମଦ୍ୱାରା ଉତ୍ପନ୍ନ…