ଦୀପାବଳିରେ ଲକ୍ଷାଧିକ ଟଙ୍କାର ବାଣ ଜବତ

ବ୍ରହ୍ମପୁର: ଗ୍ରୀନ୍ କ୍ରାକର୍ ବ୍ୟତୀତ ଅନ୍ୟ ବାଣ ବିକ୍ରି ପାଇଁ ଗଞ୍ଜାମ ଜିଲ୍ଲାରେ କାହାରିକୁ ଲାଇସେନ୍ସ ଦିଆଯାଇନି ବୋଲି ଗଞ୍ଜାମ ଜିଲ୍ଲାପାଳ ସ୍ପଷ୍ଟ କରି ଦେଇଥିଲେ। ତଥାପି ଦୀପାବଳି ପାଇଁ ବ୍ରହ୍ମପୁର ସହର ସମେତ ବିଭିନ୍ନ ସ୍ଥାନରେ ଅନେକ ଲୋକ ଏଥିରୁ ବିରତ ହୋଇ ନାହାନ୍ତି। ପୋଲିସ ପ୍ରଶାସନ…

କେନ୍ଦ୍ରର ଅଜବ ତୈଳ ନୀତି: ୫୦% ବଢ଼ାଇ ୫% ରିହାତି ଦେଲେ

ନୂଆଦିଲ୍ଲୀ: ଲଗାତାର ଭାବେ ପେଟ୍ରୋଲ-ଡିଜେଲ ଦରବୃଦ୍ଧି ନେଇ ଜନ ଅସନ୍ତୋଷ ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି । ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ କମାଇଛି…

କୁଚିଣ୍ଡାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବନ୍ଦ କରି ହୀନମନ୍ୟତାର ପରିଚୟ ଦେଲେ ବିରୋଧୀ, ହିତାଧିକାରୀ ମହଲରେ ତୀବ୍ର…

ସମ୍ବଲପୁର : କୁଚିଣ୍ଡାରେ ବିଜେପି ଏବଂ କଂଗ୍ରେସ ମିଳିତ ଭାବେ ଗତକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଭଣ୍ଡୁର କରିବାକୁ ଯାଇ ଗଣ୍ଡଗୋଳ ଭିଆଇଥିବା ବିରୋଧୀ ଗତକାଲି ବିଜେଡି ଉପରେ ଦୋଷାରୋପ କରି ବନ୍ଦ ଡାକରା ଦେଇଥିଲେ । ତେବେ , ଏହି ବନ୍ଦ ପାଳନ ବେଳେ…

ବାଲିଗୁଡା ଆଇଟିଡିଏ ପିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି ଗିରଫ

ବ୍ରହ୍ମପୁର – କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇଟିଡିଏ ପିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣିଙ୍କୁ ଗିରଫ କରାଯାଇଛି । ସିକ୍ୟୁରିଟି ଆମାଉଂଟ୍ ରିଲିଜ କରାଇଦେବା ପାଇଁ ଜଣେ କଂଟ୍ରାକ୍ଟରଙ୍କାରୁ ୬ ହଜାର ଟଙ୍କା ଦାବି କରିଥିଲେ । ସେ ଲାଂଚ ଗ୍ରହଣ କରୁଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ…

ନବୀନଙ୍କ ଦୀପାବଳୀ ଭେଟି, ରାଜ୍ୟରେ ପେଟ୍ରୋଲ ,ଡିଜେଲ ଉପରୁ ଭାଟ୍ ହ୍ରାସ, ଆର୍ଥିକ କ୍ଷତି ଅପେକ୍ଷା ଖାଉଟିଙ୍କ…

ଭୁବନେଶ୍ୱର – ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି । ପେଟ୍ରୋଲ ଓ ଡିଜେଲ୍ ଉପରୁ ଭାଟ୍ କମାଇଛନ୍ତି ରାଜ୍ୟ ସରକାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଲେଖାଏଁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ଆହୁରି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର । ନୂଆ ଦର ୫…