ଇଭିଏମକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପୁଣି ପିଟିସନ, ଆବେଦନକାରୀ କହିଲେ ସଂସଦର ମିଳିନି ମଞ୍ଜୁରି
ନୂଆଦିଲ୍ଲୀ: ଇଭିଏମ୍ ମେସିନ୍ ମାମଲା ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଇଭିଏମ୍ ମାଧ୍ୟମରେ ଭୋଟ୍ ବିରୋଧରେ ଆବେଦନ କରି ଓକିଲ ମନୋହର ଲାଲ ଶର୍ମା ଶୀଘ୍ର ଏହାର ଶୁଣାଣି କରିବାକୁ ଦାବି କରିଛନ୍ତି।
ଇଭିଏମ୍ ମେସିନ୍ ସହି ତାଙ୍କର କଣ ସମସ୍ୟା ଅଛି ବୋଲି ପ୍ରଧାନ…