ଆଜି ମସ୍କୋରେ ଭାରତ-ତାଲିବାନ ବୈଠକ

ମସ୍କୋ: ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ପ୍ରତିନିଧୀ ଏବଂ ତାଲିବାନ ପ୍ରତିନିଧୀମାନେ ଆନ୍ତର୍ଜାତୀୟ ବୁଝାମଣା ଟେବୁଲରେ ଏକାଠି ନଜର ଆସିବେ। ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ରୁଷ ତରଫରୁ ଆହୂତ ଏକ ବୈଠକରେ ଯୋଗଦେବା ପାଇଁ ଭାରତୀୟ ଅଧିକାରୀ ଏବଂ…

କରୋନା ଅପଡେଟ୍: ୨୪ ଘଣ୍ଟାରେ ଆଉ ୧୪,୬୨୩ ନୂଆ ମାମଲା ଚିହ୍ନଟ, ୧୯୭ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୬୨୩ ନୂଆ ମାମଲା ରୁଜୁ ହୋଇଛି। ଏହାଛଡ଼ା ଦିନକରେ ୧୯୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୨ ହଜାର ୬୫୧କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…

ଆଜି ଲକ୍ଷ୍ମୀପୁର ହିଂସା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅକ୍ଟୋବର ୩ରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଏହି ହିଂସାରେ ୪ ଜଣ କୃଷକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରଧାନ ବିଚାରପତି ଏନ.ଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ…

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର

ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୁଧବାର ପୁଣି ବୃଦ୍ଧି ଘଟିଛି। ତୈଳ କମ୍ପାନୀଗୁଡିକ ସିଧାସଳଖ ଲିଟର ପିଛା ୩୫-୩୫ ପଇସା ବୃଦ୍ଧି କରିଛନ୍ତି | ଏହି କାରଣରୁ ବୁଧବାର ଦିନ ଦିଲ୍ଲୀରେ ପେଟ୍ରୋଲ ମହଙ୍ଗା ହୋଇ ଲିଟର ପିଛା ୧୦୬.୧୯ ଟଙ୍କାରେ ପହଞ୍ଚିଛି। ଡିଜେଲ ମଧ୍ୟ…

ଆଇସିଏସ୍ଇ ଦଶମ, ଦ୍ୱାଦଶ ସେମିଷ୍ଟାର ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସିଆଇଏସସିଇ (କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗଜାମ୍) ହଠାତ୍ ଆଇସିଏସ୍ଇ (ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍) ଦଶମ ଏବଂ ଆଇଏସସି (ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍) ଦ୍ୱାଦଶ ସେମିଷ୍ଟାର ୨୦୨୧-୨୦୨୨ ସେମିଷ୍ଟାର ପରୀକ୍ଷା ସ୍ଥଗିତ ରଖିବାକୁ…

ରାଜ୍ୟରେ ୫୫୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୨୭୯

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୫୯ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୨୧ ଓ ସ୍ଥାନୀୟ ଅଂଚଳରୁ ୨୩୮ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୧ ଜଣ ଶିଶୁ ଓ କିଶୋର । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୭୯ ଆକ୍ରାନ୍ତ ।…