‘ଗୋପାଳପୁର ବିଧାୟକ ପଦ ଛାଡ଼’ ଦାବି ଜୋର ଧରିଲା

ଗୋପାଳପୁର: ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ବିଶ୍ୱାସ ଭାଙ୍ଗିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ନିଯୁକ୍ତି କରାଇ ଦେବେ କହି ଶହ ଶହ ଆଶାୟୀ ଯୁବକ ଯୁବତୀଙ୍କ ଠାରୁ ବିପୁଳ ଅର୍ଥ ସଂଗ୍ରହ କରି ଠକେଇ କଲେ। ଯେତେବେଳେ ଏହା ପ୍ରଘଟ ହେଲା, ବିଜେଡି ସୁପ୍ରିମୋ ଜନସ୍ବାର୍ଥ…

‘ଭଲ ମଣିଷ ହେବି, ଗରିବଙ୍କ ସେବା କରିବି’, ଏନସିବିକୁ ଆର୍ୟନଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି। ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୨୦ ରେ କୋର୍ଟ ରାୟ…

ପୋଲିସ ହେପାଜତରୁ ସ୍କୁଲ୍ ପରିଚାଳନା ସଭାପତି ଚମ୍ପଟ ଘଟଣାରେ ୩ ପୋଲିସ କର୍ମଚାରୀ ନିଲମ୍ବିତ

ବଲାଙ୍ଗିର – ବଲାଙ୍ଗିର ପୋଲିସ ହେପାଜତରୁ ସନସାଇନ ପବ୍ଲିକ ସ୍କୁଲ ସଭାପତି ଚମ୍ପଟ ମାରିବା ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ କନେଷ୍ଟବଳ ରାକେଶ ବିଶ୍ୱାଳ,ଦୟା ଜାନୀସ ରବୀନ୍ଦ୍ର ଝିଲେନିଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୦…

ଭିଜିଲାନ୍ସ ଚଢାଉ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଓ ୨୪ ଲକ୍ଷ ଟଙ୍କାର ହାର ମିଳିଲା

ଭୁବନେଶ୍ୱର – ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଦୀର୍ଘ ୨୩ ଘଣ୍ଟାର ଭିଜିଲାନ୍ସ ଚଢାଉ ପରେ ଜବତ ସାମଗ୍ରୀର ତଥ୍ୟ ମିଳିଛି । ବିଧାୟକଙ୍କ ଘରୁ ୧ ହଜାର ୪୪୦ ଗ୍ରାମ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ ମିଳିଛି । ଏଥିସହ ଜମିଜମା ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…