ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ଏମ୍ସର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ହଠାତ୍ ସ୍ବାସ୍ଥ୍ୟ ବିଗିଡ଼ି ଯିବାରୁ ବୁଧବାର ତାଙ୍କୁ ଏମ୍ସରେ ଭର୍ତ୍ତି…

ଆଫଗାନିସ୍ତାନ: କାନ୍ଦାହାର ମସଜିଦରେ ବିସ୍ଫୋରଣ, ୩୨ ମୃତ, ୫୦ ରୁ ଉର୍ଦ୍ଧ୍ବ ଆହତ

କାବୁଲ: ଆଫଗାନିସ୍ତାନର କାନ୍ଦାହାରର ଏକ ମସଜିଦରେ ଶୁକ୍ରବାର ବିସ୍ଫୋରଣ ହୋଇଛି। ସୂଚନା ଅନୁଯାୟୀ, ଇମାମ ବରଗା ମସଜିଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ବିସ୍ଫୋରଣ ୩୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଆହତ…

୭ ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୭ଟି ପ୍ରତିରକ୍ଷା କମ୍ପାନୀ ଉତ୍ସର୍ଗ କରିଛନ୍ତି। ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ସ୍ଥାନରେ ଏହି ନୂଆ ୭ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ ହୋଇଛି । ପ୍ରତିରକ୍ଷା ଉପକରଣ, ଅସ୍ତ୍ରଶସ୍ତ୍ର ଏବଂ ଯାନ ଉତ୍ପାଦନ ପାଇଁ…