ବହୁଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହରୁ ତଳେ, ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ବହୁ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୩୫୮ ଆକ୍ରାନ୍ତ । ସଙ୍ଗରୋଧରୁ ୨୦୯ ଓ ସ୍ଥାନୀୟ ଅଂଚଳରୁ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୪୭ ।…

ବିଶ୍ୱ ଖାଦ୍ୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଖାଦ୍ୟ ଦୃଷ୍ଟିରୁ ଓଡିଶା ଏକ ସୁରକ୍ଷିତ ରାଜ୍ୟ ହୋଇପାରିଛି ଓ ଗରିବ ଓ ଦୁର୍ବଳ ଲୋକଙ୍କୁ ଯଥେଷ୍ଟ ଖାଦ୍ୟ ଯୋଗାଣ ନିଶ୍ଚିତ କରାଯାଇଛି । ଖାଦ୍ୟ ଅପଚୟ କମ୍…

ପଶ୍ଚିମରେ ପ୍ରଗତିର ନବୀନ ସ୍ବାକ୍ଷର

ସମ୍ବଲପୁର : ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ଏବଂ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଆକାଶ ପାତାଳର ଫରକ । ଦିନେ ଦାରିଦ୍ର୍ୟର ଅପବାଦ ମୁଣ୍ଡାଇ ଚାଲିଥିବା ଓଡ଼ିଶା ଏବେ ବିକାଶର ନୂଆଁ ପରିଭାଷାର ବାର୍ତ୍ତାବହ ସାଜି ପାରିଛି । ଏହାର ବିକାଶ ଧାରା ସାରା ଦେଶ ପାଇଁ ଅନୁକରଣୀୟ ହୋଇପାରିଛି । ଆଉ ଏହି…

ରାହୁଲ ଦ୍ରାବିଡ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ମୁମ୍ବାଇ: ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ହେବେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ । ଟି-୨୦ ବିଶ୍ୱକପ ପରେ ଦ୍ରାବିଡ ଏହି ହାଇ ପ୍ରୋଫାଇଲ୍ ଦାୟିତ୍ବ ଗ୍ରହଣ କରିବେ । ଏଥିପାଇଁ ଦ୍ରାବିଡ ରାଜି ହୋଇଥିବା ଜଣାପଡିଛି । ସେ ୨୦୨୩ ପର୍ଯ୍ୟନ୍ତ ଏହି ପଦରେ ରହିବେ | ଟିମ୍ ଇଣ୍ଡିଆର ବୋଲିଂ…

ଦୁର୍ଦ୍ଦାନ୍ତ ଅପରାଧୀ ରାକା ପୋଲିସ ଏନକାଉଣ୍ଟରରେ ଆହତ

କଟକ – କମିଶନରେଟ ପୋଲିସକୁ ବଡ ସଫଳତା । ବାଲିକୁଦା ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି । ତା ଗୋଡରେ ଗୁଳି ବାଜିଛି । ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଠରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ରାକାକୁ…

ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର - ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ନବୀନଙ୍କୁ ସବୁଆଡୁ ଜନ୍ମଦିନ ଶୁଭେଚ୍ଛା ମିଳିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ନବୀନ: ଓଡିଆ ଅଭ୍ୟୁଦୟ ଓ ବିକାଶର ସମର୍ପିତ ବିନ୍ଧାଣୀ

ଲେଖକ: ପ୍ରତିଭା ନେପାକ ଗୋଟିଏ ଜାତିର ଆଦର ଲଭିବାର ବାରମ୍ବାରତାରେ ସେ ଅପରାଜେୟ। ନିବଦ୍ଧ ଲକ୍ଷ୍ୟ ଓ ତାହାକୁ ଏକନିଷ୍ଠ ରୂପେ କାର୍ଯ୍ୟକାରୀ କରାଇ ସାଢ଼େ ୪ କୋଟି ଓଡ଼ିଆଙ୍କ ଏଇ ବିଶାଳ ପରିବାରକୁ ପ୍ରଗତି ପଥରେ ଆଗେଇ ନେଇ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ସେ ଅହରହ ପ୍ରୟାସରତ। ତାଙ୍କ…